Friday, October 2, 2026
22.9 C
Odisha

    ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ: ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର

    ଆଗକୁ ପଢନ୍ତୁ

    କଟକ : ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର । ଗୃହରେ ଅଚଳାବସ୍ଥା ଜାରି । ବନ୍ଦ ରହିଛି ବୈଠକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ