Tuesday, April 7, 2026
24.1 C
Odisha

    ସିସିଟିଭିରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ମୋ ପୁଅ ନୁହେଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରି ୧୫ ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ଛୁରାମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇ ପୁଲିସ ଗିରଫ କରିଛି। ଗିରଫ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ଥିବା ସହିତ ନାମ ତାର ଶହଜାଦ ବୋଲି ଜଣାପଡ଼ିଛି।ସୈଫଙ୍କୁ  ଛୁରାମାଡ଼ କରିଥିବା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶହଜାଦଙ୍କ ବାପା ରୁହୁଲ ଅମିନ ଫକିର କହିଛନ୍ତି ଯେ,‘ ସୈଫଙ୍କ ଘରେ ସିସିଟିଭିରେ ଦେଖାଯାଉଥିବା ସନ୍ଦିଗ୍ଧ ବ୍ୟକ୍ତି ମୋ ପୁଅ ନୁହେଁ। କାରଣ ମୁଁ ମୋ ପୁଅକୁ ଭଲ ଭାବେ ଚିହ୍ନି ପାରିବି। ସିସିଟିଭି ଫୁ‌ଟେଜ ଦେଖିବା ପ‌ରେ ଦାବିର ସହ କହିବି କି ଫୁଟେଜରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ମୋ ପୁଅ ଶହଜାଦ ଆଦୌ ନୁହେଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ