Monday, April 6, 2026
24.9 C
Odisha

    ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

    ଆଗକୁ ପଢନ୍ତୁ

    ଜାମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା। ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ଅନୁଯାୟୀ, ଆଜି ସକାଳେ ଜାମ୍ମୁ କାଶ୍ମୀରର ଅଖନୁରରେ ଆତଙ୍କବାଦୀମାନେ ଏଲଓସି ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ। ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା । ପ୍ରାୟ ୫ ଘଣ୍ଟାର ସଙ୍ଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ