Saturday, April 11, 2026
33.7 C
Odisha

    ସେବାୟତଙ୍କ ପାଇଁ ପୁଣି ହାତ ଖୋଲିଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ସେବାୟତଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ସେବାୟତଙ୍କୁ ୨ ଲକ୍ଷ ଲେଖାଏଁ ସ୍ୱାସ୍ଥ୍ୟବୀମା ମିଳୁଥିବା ଏଣିକି ସେମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ। ତେବେ ଗୁରୁତର ରୋଗୀଙ୍କୁ ଅଧିକ ୫ ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଛି। ବର୍ଷକୁ ୫୦ ହଜାର ହିସାବରେ ସର୍ବାଧିକ ୩ ଥର ଏହି ସୁବିଧା ମିଳିବ। ସେହିପରି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ କୋଚିଂ ଯୋଗାଇ ଦିଆଯିବ। ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ