Friday, October 2, 2026
22.9 C
Odisha

    ସେୟାର ମାର୍କେଟରେ ହାହାକାର: ଖସିଲା ସେନସେକ୍ସ, ଭୁଶୁଡିଲା ନିଫ୍ଟି

    ଆଗକୁ ପଢନ୍ତୁ

    ତେବେ ଷ୍ଟକ୍ ମାର୍କେଟ କ୍ରାସ ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହେଉଛି ମୋଦିଙ୍କ ଘୋଷଣା । ସୁନା ପରିବର୍ତ୍ତେ ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାକୁ ମୋଦି କହିବା ପରେ ଏହାର ପ୍ରଭାବ ଭାରତୀୟ ପୁଞ୍ଜିବଜାର ଉପରେ ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ କାରଣ ହେଉଛି ଇରାନର ଚିଠିକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା । ଯାହା ପରେ ପଶ୍ଚିମ ଏସିଆ ଯୁଦ୍ଧ ବନ୍ଦ ସମ୍ଭାବନା ହ୍ରାସ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ