Saturday, October 10, 2026
27.9 C
Odisha

    ସ୍କୁଲ ଭ୍ୟାନ୍ ଓଲଟି ଜଣେ ଛାତ୍ର ମୃତ, ୨୦ ଆହତ

    ଆଗକୁ ପଢନ୍ତୁ

    କଟକ : କଟକ ଜିଲ୍ଲା ଆଠଗଡରେ ଘଟିଛି ଏକ ଅଭାବନୀୟ ଘଟଣା । ସାଧାରଣତନ୍ତ୍ର ଦିବସ ଅବସରରେ ପରେଡ଼୍ ଯିବା ସମୟରେ ଚକ ହୁଗୁଳି ପଡିବାରୁ ଓଲଟିପଡ଼ିଲା ସ୍କୁଲ ଭ୍ୟାନ୍ । ଫଳରେ ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଭ୍ୟାନ୍ ଟି ମାଲବିହାରାପୁର ହାଇସ୍କୁଲରୁ ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ଓଲଟି ପଡିଛି । ଫଳରେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଳବିହାରାପୁର ହାଇସ୍କୁଲରୁ ସରଣ୍ଡା ପରେଡ଼୍ ଗ୍ରାଉଣ୍ଡକୁ ଯାଉଥିଲା ବେଳେ ଏପରି ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ