Tuesday, January 27, 2026
15.3 C
Odisha

    ସ୍ୱାସ୍ଥ୍ୟସେବା ହେବ ସହଜ; ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ

    ଆଗକୁ ପଢନ୍ତୁ

    ୩୦ଜିଲ୍ଲାକୁ ମିଳିବ ମେଡିକାଲ କଲେଜ । ଆଉ ଚିକିତ୍ସା ସେବାରେ ରହିବନି ସମସ୍ୟା । ସବୁ ଜିଲ୍ଲାରେ ଗୋଟିଏ ଲେଖା ମେଡିକାଲ କଲେଜ ଖୋଲାଯିବ ବୋଲି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ମେଡିକାଲ ନିଯୁକ୍ତିରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି କି, ମେଡିକାଲ ନିଯୁକ୍ତିକୁ ବ୍ୟାପକ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨ଟି ସଂଶୋଧନ ମଧ୍ୟ କରାସରିଛି । ଡାକ୍ତର ନିଯୁକ୍ତିକୁ ବ୍ୟାପକ କରାଯିବ । ପ୍ରାୟ ୫ ହଜାର ପରି ଡାକ୍ତରୀ ପଦବୀ ପୂରଣ କରାଯିବ । ଏଥିସହ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.3 ° C
    15.3 °
    15.3 °
    69 %
    1.6kmh
    0 %
    Tue
    31 °
    Wed
    32 °
    Thu
    32 °
    Fri
    33 °
    Sat
    33 °

    ସମ୍ବନ୍ଧିତ