Wednesday, May 13, 2026
24.6 C
Odisha

    ସ୍ୱାସ୍ଥ୍ୟସେବା ହେବ ସହଜ; ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ

    ଆଗକୁ ପଢନ୍ତୁ

    ୩୦ଜିଲ୍ଲାକୁ ମିଳିବ ମେଡିକାଲ କଲେଜ । ଆଉ ଚିକିତ୍ସା ସେବାରେ ରହିବନି ସମସ୍ୟା । ସବୁ ଜିଲ୍ଲାରେ ଗୋଟିଏ ଲେଖା ମେଡିକାଲ କଲେଜ ଖୋଲାଯିବ ବୋଲି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ମେଡିକାଲ ନିଯୁକ୍ତିରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି କି, ମେଡିକାଲ ନିଯୁକ୍ତିକୁ ବ୍ୟାପକ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨ଟି ସଂଶୋଧନ ମଧ୍ୟ କରାସରିଛି । ଡାକ୍ତର ନିଯୁକ୍ତିକୁ ବ୍ୟାପକ କରାଯିବ । ପ୍ରାୟ ୫ ହଜାର ପରି ଡାକ୍ତରୀ ପଦବୀ ପୂରଣ କରାଯିବ । ଏଥିସହ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    82 %
    3.1kmh
    12 %
    Tue
    25 °
    Wed
    40 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ