Tuesday, September 8, 2026
24.3 C
Odisha

    ହାତରେ କ୍ୟାମେରା ଧରି ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।

    ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଛନ୍ତି, ହୁଗୁଳୀ ନଦୀକୁ ପଶ୍ଚିମବଙ୍ଗ ସଂସ୍କୃତି ସହିତ ଜଡିତ । ମା ଗଙ୍ଗାଙ୍କର ବଙ୍ଗାଳୀଙ୍କ ଜୀବନରେ ଏକ ବିଶେଷ ସ୍ଥାନ ରହିଛି । ଏହା ଚଳ ପ୍ରାଚୀନ ସଭ୍ୟତା ଏବଂ ଭାବନାକୁ ନିଜ ସାଥିରେ ବାନ୍ଧି ରଖିଛି ।

    ପ୍ରଧାନମନ୍ତ୍ରୀ ମୋଦି ସକାଳ ସମୟରେ ଗଙ୍ଗା ନଦୀ ତଟରେ କିଛି ସମୟ ଅତିବାହିତ କରିଛନ୍ତି । ଏହାସହିତ ମା ଗଙ୍ଗାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହାସହିତ ନିଜ କ୍ୟାମେରା ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.3 ° C
    24.3 °
    24.3 °
    91 %
    1.6kmh
    37 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    29 °

    ସମ୍ବନ୍ଧିତ