Wednesday, October 7, 2026
31.4 C
Odisha

    ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ ଇନାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି ଜଣାପଡିଛି। ଏଯାଏଁ ଭୋଲେ ବାବାଙ୍କ ପତ୍ତା ମିଳୁ ନ ଥିବା ବେଳେ ମୁଖ୍ୟ ଆୟୋଜକ ଏବେବି ଫେରାର ଅଛନ୍ତି। ତାଙ୍କୁ ଖୋଜି ଧରାଇଦେଲେ ସମ୍ପୃକ୍ତ ବୃକ୍ତିଙ୍କ ନାଁ ଗୋପନ ରଖି ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ପୋଲିସ ଘୋଷଣା କରିଛି। ହାଥରସରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କ ପରିଚୟ ମିଳିଛି। ଏହି ଘଟଣାରେ ଏବେ ବି ପ୍ରାୟ ୩୦ଜଣ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ