Tuesday, September 22, 2026
23.3 C
Odisha

    ଟିମ ଇଣ୍ଡିଆର ବିଜୟ ପରେଡ୍, ରୋହିତ ବାହିନୀକୁ ଗ୍ରାଣ୍ଡ ୱେଲକମ

    ଆଗକୁ ପଢନ୍ତୁ

    ଟିମ ଇଣ୍ଡିଆର ସଦସ୍ୟମାନେ ଆଜି ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହା ପରେ ଅପରାହ୍ଣରେ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇରେ ପହଞ୍ଚିଥିଲେ। ଟିମ ଇଣ୍ଡିଆକୁ ସ୍ବାଗତ କରିବାକୁ ମୁମ୍ବାଇ ଏୟାରପୋର୍ଟ ବାହାରେ କ୍ରିକେଟପ୍ରେମୀଙ୍କ ପ୍ରବଳ ସମାଗମ ହୋଇଥିଲା। ଏୟାରପୋର୍ଟରୁ ମୁମ୍ବାଇର ମରିନ୍ ଡ୍ରାଇଭରେ ହୋଇଥିଲା ଭିକ୍ଟ୍ରି ରାଲି । ଏହି ରାଲି ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ଯନ୍ତ ଚାଲିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ନିଜର କ୍ରିକେଟରଙ୍କ ଏକ ଝଲକ ପାଇବାକୁ ଓ ଅଭିନନ୍ଦନ ଜଣାଇବାକୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ । ହାତ ହଲାଇ ସେମାନଙ୍କ ଅଭିନନ୍ଦନ, ଶୁଭେଚ୍ଛା ସ୍ବୀକାର କରିଛନ୍ତି ବିଶ୍ବ ବିଜେତା କ୍ରିକେଟରମାନେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.2kmh
    100 %
    Tue
    27 °
    Wed
    27 °
    Thu
    24 °
    Fri
    28 °
    Sat
    25 °

    ସମ୍ବନ୍ଧିତ