Sunday, October 4, 2026
29.6 C
Odisha

    ହାବିଲଦାରଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    କଟକ:କଟକ OMP ବାରାକରେ ଜଣେ ହାବିଲଦାରଙ୍କ ମୃତଦେହ ଠାବ ହୋଇଛି। ୬ ନମ୍ବର ବାଟାଲିଅନର ବାରାକରେ ଝୁଲନ୍ତା ମୃତଦେହ ଠାବ। ମୃତ ହାବିଲଦାରଙ୍କ ନାଁ ତ୍ରିଲୋଚନ ସେଠୀ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାବିଲଦାର ତ୍ରିଲୋଚନ ଘରକୁ ନ ଯାଇ ୨ଦିନ ହେଲା ବାରାକରେ ରହୁଥିଲେ। ସ୍ଥାନୀୟ ନୂଆବଜାର ଅଞ୍ଚଳରେ ତାଙ୍କ ପରିବାର ରହୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ