Tuesday, March 24, 2026
35.6 C
Odisha

    ହିଟ୍ ଆଣ୍ଡ୍ ରନ୍: ୩ ଯୁବତୀଙ୍କ ଉପରେ ଚଢ଼ିଗଲା କାର୍

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବେଲପଡା ଥାନା ନୁନହାଡ ଗାଁରେ ଅଭାବନୀୟ ଘଟଣା। ବେଲପଡ଼ା ନୁନ୍‌ହାଡ଼ ଗାଁରେ ହିଟ୍ ଆଣ୍ଡ୍ ରନ୍। ୩ ଯୁବତୀଙ୍କ ଉପରେ କାର ଚଢ଼ାଇ ଦେଲେ ନିଶାସକ୍ତ ଗାଡି ଚାଳକ। ଗୁରୁତର ଅବସ୍ଥାରେ ୩ ଯୁବତୀଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ