Saturday, April 4, 2026
28.2 C
Odisha

    ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର, ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା

    ଆଗକୁ ପଢନ୍ତୁ

     

    ମୃତ୍ୟୁର ଖୁଲାସା ପାଇଁ ସିସିଟିଭି ଫୁଟେଜ, ହ୍ୟୁମାନଙ୍କ ଆର୍ଥିକ କାରବାର, ଡିଜିଟାଲ ଏଭିଡେନସ ଓ ମେଡିକାଲ ରିପୋର୍ଟ ଯାଞ୍ଚ ପାଇଁ ଦାବି କରିଛନ୍ତି ।  ଶେଫାଳୀ ସୁନାଙ୍କ ଏତଲା ପରେ ଓଲିଉଡ଼ରେ କମ୍ପନ ସୃଷ୍ଟି ହୋଇଛି ।  ବିଏନଏସ୍ ଧାରା 356(2), 351(2),3(5),115(2),318(4),61 ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।  ପରିବାରବର୍ଗ ଙ୍କ ଅଭିଯୋଗ ପରେ, ବିଏନ୍ଏସ ଏସ ର ଧାରା 194 ଅନୁଯାୟୀ ଆଉ ଗୋଟିଏ ମାମଲା ମଧ୍ୟ ରୁଜୁ ରିଛି ପୋଲିସ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ