Sunday, April 5, 2026
28 C
Odisha

    ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଲା ବୋଲେରୋ, ୨ ଗୁରୁତର

    ଆଗକୁ ପଢନ୍ତୁ

    ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା ।ବୋଲେରୋରେ ଥିବା ୪ ଜଣଙ୍କୁ  ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି। ସ୍ଥାନୀୟ ଲୋକେ ୪ ଜଣଙ୍କୁ ଅଟକ ରଖିଥିଲେ। ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ