Wednesday, June 10, 2026
40.8 C
Odisha

    ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ । ଦୁର୍ଘଟଣା ଘଟେଇଲେ , ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ । ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ । ଖଣ୍ଡା ଚୋଟରେ ଗୁରୂତର ଆହତ ହେଇଛନ୍ତି ଯୁବକ । ଆହତ ଯୁବକ ହେଲେପୂର୍ବ ପଶ୍ଚିମବଙ୍ଗ, ମେଦିନ ପୁର, ବୁଦ୍ଧ ଭୂୟାଁ । ମୁଣ୍ଡ, ଗୋଡ଼ରେ ଗଭୀର ଆଘାତ ଲାଗିଚି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ରେ ଭର୍ତ୍ତି ।

    ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ରାତିରେ ହୋଟେଲ ରୁ କାମସାରି ଫେରୁଥିବା ବେଳେ ୨ ଜଣ ଯୁବକ ଆସି ଆହତ ଜୁବକଙ୍କ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଉଭୟଙ୍କ ଭିତରେ ପଟିତୁଣ୍ଡ ହେଇଥିଲେ ଓ ମାଆରିଥିଲେ । ବିରୋଧ କରିବାରୁ ଆଉ ୨ ଜଣ ଯୁବକ ଆସି ଖଣ୍ଡରେ ହାଣିଛନ୍ତି । ଘଟଣାସ୍ଥଳ ରୁ ୪ ଜୁବକ ଚଂପଟ ମାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.8 ° C
    40.8 °
    40.8 °
    19 %
    3.5kmh
    49 %
    Wed
    39 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ