Saturday, October 24, 2026
26 C
Odisha

    ୨୦ରେ ଦୀପାବଳି ଛୁଟି , ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୦ ତାରିଖରେ ଦୀପାବଳି ଛୁଟି । ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।  ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।  ସେପଟେ ୨୦ ତାରିଖରେ ନୂଆପଡ଼ା ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଖୋଲାରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    64 %
    1.3kmh
    3 %
    Sat
    23 °
    Sun
    28 °
    Mon
    28 °
    Tue
    30 °
    Wed
    26 °

    ସମ୍ବନ୍ଧିତ