Tuesday, March 17, 2026
22.9 C
Odisha

    ୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସର୍ଭିସ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ବନ୍ଦ ରହି ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଏହି ସମୟରେ ୟୁପିଆଇ ଲାଇଟ୍‌‌ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ