Friday, May 3, 2024
42.8 C
Odisha

    ୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

    ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

    ସେହିପରି ବିଧାନସଭା ପାଇଁ,

    ନୂଆପଡ଼ାରୁ- ପିସିସି ସଭାପତି ଶରତ ପଟ୍ଟନାୟକ

    ସାନଖେମୁଣ୍ଡି- ରମେଶ ଜେନା,

    ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ

    ମୋହନା- ଦାଶରଥୀ ଗମାଙ୍ଗ

    ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

    ଗୁଣପୁର- ସତ୍ୟଜିତ ଗମାଙ୍ଗ

    ବିଷମକଟକ- ନୀଳମାଧବ ହିକକା

    ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା

    ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା

    କୋଟପାଡ଼- ଅନାମ ଦିଆନ

    ଜୟପୁର- ତାରା ବାହିନୀପତି

    କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ

    ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ

    ମାଲକାନଗିରି- ମାଲା ମାଢ଼ୀ

    ଚିତ୍ରକୋଣ୍ଡା- ମଙ୍ଗୁ ଖିଲ

    ପଦ୍ମପୁର- ଟଙ୍କଧର ସାହୁ
    ବିଜେପୁର- କିଶୋର ଦଫାଦାର
    ବରଗଡ଼- ନିପନ ଦାସ
    ଭଟଲୀ- ବ୍ରହ୍ମା ମହାକୁଡ଼
    ବ୍ରଜରାଜନଗର- କିଶୋର ପଟେଲ
    ତଳସରା- ପ୍ରବୋଧ ତିର୍କୀ
    ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
    ରଘୁନାଥପାଲୀ- ଗୋପାଳ ଦାସ
    ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
    ରାଜଗାଙ୍ଗପୁର- ରାଜନ ଏକ୍କା
    ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
    ପାଟଣାଗଡ଼- ଅନୀଲ ମେହେର
    ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
    କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
    ଉମରକୋଟ- ସନରାଜ ଗଣ୍ଡ
    ଝରିଗାଁ- ହାରାବତୀ ଗଣ୍ଡ
    ନବରଙ୍ଗପୁର- ଦିଲୀପ ପ୍ରଧାନୀ
    ଡାବୁଗାଁ- ଲିପିକା ମାଝୀ
    ଲାଞ୍ଜିଗଡ଼- ବଳଭଦ୍ର ମାଝୀ
    ଜୁନାଗଡ଼- ତୁଳେଶ୍ବର ନାଏକ
    ଧର୍ମଗଡ଼- ରଶ୍ମୀରେଖା ରାଉତ
    ଭବାନୀପାଟଣା- ସାଗର ଦାସ
    ନର୍ଲା- ଭକ୍ତ ଚରଣ ଦାସ
    ବାଲିଗୁଡ଼ା- ସୁରଦ ପ୍ରଧାନ
    ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
    ଫୁଲବାଣୀ- ପ୍ରତିଭା କହଁର
    କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
    ବୌଦ୍ଧ- ନବ ମିଶ୍ର
    ଭଂଜନଗର- ପ୍ରଶାନ୍ତ ବିଷୋୟୀ
    ପୋଲସରା- ଅଗସ୍ତୀ ବରଦା
    କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
    ସୋରଡ଼ା- ହରିକ୍ରିଷ୍ଣା ରଥ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.8 ° C
    42.8 °
    42.8 °
    6 %
    4.9kmh
    0 %
    Fri
    43 °
    Sat
    42 °
    Sun
    45 °
    Mon
    44 °
    Tue
    43 °

    ସମ୍ବନ୍ଧିତ