Sunday, July 12, 2026
25.7 C
Odisha

    କଣ୍ଟାବାଞ୍ଜି ପୁରୁଣା ବସ୍ ଷ୍ଟାଣ୍ଡର ଅଧୁନୀକରଣ ଦାବି । ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ବସଷ୍ଟାଣ୍ଡ ବିବାଦକୁ ନେଇ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ନୂଆ ବସଷ୍ଟାଣ୍ଡ ନିର୍ମାଣ କାମକୁ ସ୍ଥଗିତ ରଖିବା ଏବଂ ବର୍ତମାନର ବସଷ୍ଟାଣ୍ଡର ଆଧୁନିକିକରଣ ଦାବିରେ ଧାରଣାକୁ ଓହ୍ଲାଇଛନ୍ତି କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପେ୍ଲକ୍ସ କମିଟି । ସହରର ଅସ୍ଥାୟୀ ବସଷ୍ଟାଣ୍ଡରେ ରହିଛି ସମଲେଶ୍ୱରୀ ମାର୍କେଟ୍ କମ୍ପେ୍ଲକ୍ସ । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ୩ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ । ଫଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛି କମିଟି । ବନ୍ଦ ପାଳନରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ବି ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.7 ° C
    25.7 °
    25.7 °
    77 %
    2.3kmh
    70 %
    Sat
    26 °
    Sun
    32 °
    Mon
    33 °
    Tue
    25 °
    Wed
    31 °

    ସମ୍ବନ୍ଧିତ