Friday, April 3, 2026
26.5 C
Odisha

    ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍: ସଂସଦୀୟ ବ୍ୟାପାର ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍: ସଂସଦୀୟ ବ୍ୟାପାର ମନ୍ତ୍ରୀ
    ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । ୨୦୨୪-୨୫ ସୁଦ୍ଧା ୫୮୫ ଚେକ୍‌ ଡ୍ୟାମ୍ ନିର୍ମାଣ କାମ ଶେଷ ହେବ । ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍: ସଂସଦୀୟ ବ୍ୟାପାର ମନ୍ତ୍ରୀ
    ଭୁବନେଶ୍ବର: ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ୨୦୨୪-୨୫ ସୁଦ୍ଧା ୫୮୫ ଚେକ୍‌ ଡ୍ୟାମ୍ ନିର୍ମାଣ କାମ ଶେଷ ହେବ । ଜଳ ପୁନର୍ରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ