Sunday, October 4, 2026
30.6 C
Odisha

    ଲୁହା ଛଡ଼ ପଡି ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

    ଆଗକୁ ପଢନ୍ତୁ

    କୋରାପୁଟ: ନାଲକୋ ଦମନଯୋଡ଼ିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସେଠାରେ ନିର୍ମାଣ କାମ ଚାଲିଥିବା ବେଳେ ଦୁଇଜଣଙ୍କ ମୃତ୍ୟୁୁ ଘଟିଛି। ନିର୍ମାଣ ସ୍ଥାନରେ ଝାରଖଣ୍ଡର ୩ଜଣ ଥିଲେ। ଲୁହା ଛଡ଼ ପଡିବାରୁ ଦୁଇଜଣଙ୍କ ପ୍ରାଣହାନି ଘଟିଛି।ମୃତକଙ୍କ ମଧ୍ୟରେ ଝାରଖଣ୍ଡର ସମା ରାଜବଂଶୀ(୪୧) ଥିବା ଜଣା ପଡ଼ିଛି। ଆଉ ଦୁଇଜଣଙ୍କ ପରିଚୟ ମିଳିନି। ସେଥିରେ ଜଣେ ମୃତକ ଓ ଜଣେ ଗୁରୁତର ରହିଛନ୍ତି।ସମାଙ୍କ ଶବ ଏବେ ମାଥାଲପୁଟରେ ରହିଥିବା ବେଳେ ଦାମନଯୋଡ଼ିରେ ଆଉ ଜଣଙ୍କର ଶବ ରହିଛି। ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ