Monday, September 28, 2026
30.3 C
Odisha

    ୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରିଗାଡି । କଟକ, ଭୁବନେଶ୍ୱରରେ ହେବ ଚାର୍ଜିଂ ହବ୍

    ଆଗକୁ ପଢନ୍ତୁ

    ୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରି ଗାଡି । ଯାହା ଏବେ ମାତ୍ର ୬ ପ୍ରତିଶତ ରହିଛି । ଏଥିପାଇଁ ଖୁବଶୀଘ୍ର ପରିବହନ ବିଭାଗ ନୂଆ ଇଭି ଚାର୍ଜିଂ ପଲିସି ଆଣିବାକୁ ଯାଉଛି । ଇଭି ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ରାସ୍ତାରେ ରହିବ ଇଭି ଚାର୍ଜିଂ ଷ୍ଟେସନ୍ । କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରରେ ଇଭି ଚାର୍ଜିଂ ହବ୍ ହେବ । ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା, ୩ ଚକିଆରେ ୧୦ ହଜାର ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ