Saturday, July 27, 2024
24.5 C
Odisha

    ମାର୍ଚ୍ଚ ୮ ତାରିଖରେ ରିଲିଜ୍ ହେଉଛି ନୂଆ ଓଡିଆ ଫିଲ୍ମ ତ୍ରିକନ୍ୟା । ତିନି ମହିଳାଙ୍କ କାହାଣୀ ଦେଖିବେ ଓଡିଆ ଦର୍ଶକ

    ଆଗକୁ ପଢନ୍ତୁ

    ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ମୁକ୍ତିଲାଭ କରିବ ଓଲିଉଡ ଚଳଚ୍ଚିତ୍ର ତ୍ରିକନ୍ୟା । ତିନି ଜଣ ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି । ଅମୀୟ ପଟ୍ଟନାୟକ ପ୍ରଡକ୍ସନ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ସିନେମାର କାହାଣୀ ଓ ବିଷୟ ବିଷୟବସ୍ତୁ ନେଇ ମିଟ୍ ଓ ଗ୍ରୀଟ କାର୍ଯ୍ୟକ୍ରମ ଜରିଆରେ ଆଲୋଚନା କରିଛନ୍ତି ଟିମ୍ ସଦସ୍ୟ । ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶରୁ ଆସିଥିବା ତିନି ଜଣ ମହିଳା କିପରି କଠିନ ସମସ୍ୟାର ସମାଧାନ କରୁଛନ୍ତି ତାକୁ ନେଇ ପ୍ରସ୍ତୁତ ହୋଇଛି ସିନେମା । ଏଥିରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପ୍ରମୁଖଙ୍କ ଅଭିନୟକୁ ଉପଭୋଗ କରିବେ ଦର୍ଶକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ