Saturday, July 27, 2024
24.5 C
Odisha

    ସ୍କୁଟିକୁ ଧକ୍କା ଦେଲା ଟ୍ରକ; ମା’ ମୃତ, 2 ଗୁରୁତର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସ୍କୁଟିକୁ ଧକ୍କା ଦେଲା ଟ୍ରକ । ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ସଡ଼କ ଦୁର୍ଘଟଣା କଟକ ନୂଆବଜାର ଛକରେ ଘଟିଛି । ସ୍କୁଟିରେ ବାପା, ମାଆ ଓ ଝିଅ ଯାଉଥିବା ବେଳେ ନୂଆବଜାର ଛକରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ SCBରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ମୃତ ମହିଳାଙ୍କ ନାଁ ସାରଥୀ ରାଉତ। ତାଙ୍କ ସ୍ୱାମୀଙ୍କ ନାଁ ଦୀପକ ରାଉତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ