Saturday, May 16, 2026
31.7 C
Odisha

    ଟ୍ରକକୁ ପିଟିଲା ବସ୍ , ହେଲ୍ପର ସହ ୬ ଆହତ

    ଆଗକୁ ପଢନ୍ତୁ

    କଟକ ତେଲେଙ୍ଗାପେଣ୍ଠରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ । ଭୋର ୫ଟା ୪୦ରେ କଟକ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବସଟି ଫୁଲବାଣୀରୁ କଟକ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକ୍‌ଟି ହଠାତ୍ ବ୍ରେକ୍ ମାରିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ହେଲପରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    44 %
    3.9kmh
    23 %
    Sat
    33 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ