Wednesday, August 26, 2026
24 C
Odisha

    ଟ୍ରେନରେ ଛାଡି ଦେଇଥିବା କ୍ୟାମେରା ଓ ଟଙ୍କା ଫେରି ପାଇଲେ ସାମ୍ବାଦିକା

    ଆଗକୁ ପଢନ୍ତୁ

    କଟକ : ଟ୍ରେନରେ ଛାଡି ଦେଇଥିବା କ୍ୟାମେରା ଓ ଟଙ୍କା ଫେରି ପାଇଲେ ସାମ୍ବାଦିକା । ବାଙ୍ଗାଲୋରର ସାମ୍ବାଦିକା ସ୍ବାତିଶ୍ରୀଙ୍କୁ ଫେରାଇଲା କଟକ ଆରପିଏଫ । ସ୍ବାତିଶ୍ରୀ କୋଲକାତା ଦୁର୍ଗାପୂଜା କଭରେଜ ପାଇଁ ଆସିଥିଲେ । କୋଲକତାରେ ଏକ ସପ୍ତାହ ରହଣି ପରେ ଆଜି ହମସଫର ଏକ୍ସପ୍ରେସରେ ଫେରୁଥିଲେ । ବାଲେଶ୍ବର ନିକଟରେ ନନ୍ଦିନୀ ମିଲକ ଦେଖି କିଣିବା ପାଇଁ ଓହ୍ଲାଇଥିଲେ । ଟ୍ରେନ ଷ୍ଟେସନ ଛାଡି ଦେବା ପରେ ୧୩୯ ରେ ଅଭିଯୋଗ କରିଥିଲେ । କଟକ ଆରପିଏଫ ହମସଫର ଏକ୍ସପ୍ରେସରୁ କ୍ୟାମେରା, ବ୍ୟାଗ ଓ ୫ ହଜାର ଟଙ୍କା ଉଦ୍ଧାର କରି ସ୍ବାତିଶ୍ରୀଙ୍କୁ ହସ୍ତାନ୍ତର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    93 %
    1.8kmh
    98 %
    Wed
    30 °
    Thu
    30 °
    Fri
    28 °
    Sat
    29 °
    Sun
    28 °

    ସମ୍ବନ୍ଧିତ