Monday, March 2, 2026
21.1 C
Odisha

    ରାଜନୀତିରେ ପାଦ ଥାପିଲେ ଥାଲାପତି ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ସାଉଥ୍ ସୁପରଷ୍ଟାର ଅଭିନେତା ବିଜୟ ଥାଲାପତି ରାଜନୀତିରେ ପାଦ ରଖିଛନ୍ତି। ଥାଲାପଥି ବିଜୟ ଶୁକ୍ରବାର ତାଙ୍କ ଦଳର ନାମ ‘ତାମିଜାଗା ଭେତ୍ରି କଜଗମ୍’ ଘୋଷଣା କରିଛନ୍ତି। ତାମିଲ ଚଳଚ୍ଚିତ୍ର ସୁପରଷ୍ଟାର ଥାଲାପଥି ବିଜୟ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ଆୟୋଗରେ ପଞ୍ଜୀକୃତ ହୋଇଛି ଏବଂ ତାଙ୍କ ଦଳ ୨୦୨୬ ବିଧାନସଭା ନିର୍ବାଚନ ଲଢ଼ିବ। କିନ୍ତୁ ୨୦୨୪ ନିର୍ବାଚନରେ ତାଙ୍କ ଦଳର ସକ୍ରିୟତା ବା ତାଙ୍କର ନିର୍ବାଚନ ଲଢିବା ନେଇ ସେ କୌଣସି ସୂଚନା ଦେଇନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    44 %
    1.2kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ