Wednesday, October 14, 2026
24.1 C
Odisha

    ସୁରକ୍ଷା ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆ ଉପ‌ରେ ୧.୧୦ କୋଟି ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ (ଡିଜିସିଏ) ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସୁରକ୍ଷା ରିପୋର୍ଟ ପ୍ରଦାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିମାନ ନିୟାମକ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିସିଏ ରିପୋର୍ଟ ପାଇବା ପରେ ଏହାକୁ ନେଇ ଜେର୍‌‌ସୋର୍‌ରେ ତଦନ୍ତ କରିଥିଲା। କେବଳ ସେତିକି ନୁହେଁ, ବିମାନ ନିୟାମକ ଏୟାର ଇଣ୍ଡିଆ ଲିମିଟେଡର ଆକାଉଣ୍ଟେବଲ୍ ମ୍ୟାନେଜରଙ୍କୁ ଏକ କାରଣ ଦର୍ଶାଅ  ନୋଟିସ୍‌ ବି ଜାରି କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ