Tuesday, October 27, 2026
23.2 C
Odisha

    ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ଦାବୀରେ ହାଇକୋର୍ଟରେ ମାମଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ଦାବୀରେ ମାମଲା । ଏ ବିଷୟରେ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ଦାବୀ ପ୍ରସଙ୍ଗ । ଯୋଜନା ଲାଗୁ କରିବାକୁ ହାଇକୋର୍ଟରେ ମାମଲା । ରିଟ୍ ଆବେଦନ କଲେ ବିଜେପି ନେତା ସମୀର ମହାନ୍ତି । ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଯୋଜନାରୁ ରାଜ୍ୟବାସୀଙ୍କୁ ଜାଣିଶୁଣି ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରି ମାମଲା ରୁଜୁ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    69 %
    0.8kmh
    100 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ