Thursday, June 25, 2026
30.5 C
Odisha

    ମନ୍ଦିର କଡରେ ଶିଶୁ କନ୍ୟାକୁ ଫିଙ୍ଗି ଚାଲିଗଲା ହୃଦୟହୀନ

    ଆଗକୁ ପଢନ୍ତୁ

    ବରଗଡ: ବରଗଡ଼ ଗୋଡଭଗା ଅଞ୍ଚଳରେ ଥିବା ଏକ ଶିବ ମନ୍ଦିର ନିକଟରେ ନବଜାତକ ଶିଶୁକନ୍ୟାକୁ କେହି ଥୋଇଦେଇ ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାର ନାକରୁ ଓ ମୁହଁରୁ ରକ୍ତ ବାହାରୁଥିବା ବେଳେ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ମନ୍ଦିକ ପୂଜକ ଓ ସ୍ଥାନୀୟଲୋକେ ନବଜାତକକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ଏପରି ଅବସ୍ଥାରେ ଛାଡ଼ି ପଳାଇଲେ ଅସ୍ପଷ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    58 %
    2kmh
    43 %
    Thu
    30 °
    Fri
    38 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ