Saturday, October 3, 2026
23.8 C
Odisha

    ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ଅଧିପ କୁମାର ଦାସଙ୍କ ପରଲୋକ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ଅଧିପ କୁମାର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।  ରାତି ୨ଟା ବେଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।  ବାଲେଶ୍ଵର ଜିଲ୍ଲା କ୍ରୀଡା ସଂଘର ସେ ୧୯୭୮ ମସିହାରୁ ସଭାପତି , କାର୍ଯ୍ୟକାରୀ ସଭାପତି ଓ ସଂପାଦକ ଭାବରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ