Thursday, April 23, 2026
34 C
Odisha

    ସ୍କୁଲ ଭିତରେ ପଶିଗଲା ଭାଲୁ; ଭୟଭୀତ ଛାତ୍ର ଛାତ୍ରୀ

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ସ୍କୁଲ ଭିତରକୁ ପଶିଗଲା ଭାଲୁ। ଭାଲୁ ପଶି ଆସିବାରୁ ଅଧାରୁ ବନ୍ଦ ରହିଲା ସ୍କୁଲ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।   ସ୍କୁଲ ଖୋଲିବାର କିଛି ସମୟ ପରେ ପଶି ଆସିଲା ଭାଲୁ । ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଯିଲେ, ଯାହାକୁ ନେଇ ସ୍କୁଲ ଅଧାରୁ ବନ୍ଦ ରହିଲା । ଭାଲୁକୁ ଘଉଡ଼ାଇବାକୁ ସ୍କୁଲ ହତା ଭିତରକୁ ପହଞ୍ଚିଲା ବନବିଭାଗ । ଭାଲୁକୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34 ° C
    34 °
    34 °
    11 %
    1.7kmh
    16 %
    Thu
    36 °
    Fri
    43 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ