Sunday, September 13, 2026
28.7 C
Odisha

    ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ: ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି

    ଆଗକୁ ପଢନ୍ତୁ

    ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ କଲେ ନାଁ ଘୋଷଣା । ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ