Tuesday, August 18, 2026
23.3 C
Odisha

    ରେଳ ପାଇଁ ଓଡିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ । ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି । ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା । ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା ମିଳିଛି । ୟୁୁପିଏ ସମୟରେ ଓଡିଶାକୁ ୮ଶହ ୩୮ କୋଟି ଟଙ୍କା ମିଳୁଥିଲା । ଓଡିଶାରେ ୪୦ଟି ରେଳ ପ୍ରକଳ୍ପ କାମ ଚାଲିଛି । ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ ହେବ । ଓଡିଶାରେ ଶତପ୍ରତିଶତ ବିଦ୍ୟୁତକରଣ ହୋଇଛି । ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ ଅଣ୍ଡରପାସ ନିର୍ମାଣ ହୋଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Tue
    23 °
    Wed
    28 °
    Thu
    26 °
    Fri
    25 °
    Sat
    25 °

    ସମ୍ବନ୍ଧିତ