Tuesday, April 28, 2026
31.3 C
Odisha

    ଓଡ଼ିଶାରେ ପହଂଚିଲା ଭାରତ ଯୋଡ ନ୍ୟାୟଯାତ୍ରା

    ଆଗକୁ ପଢନ୍ତୁ

    ଓଡିଶାରେ ପହଂଚିଛି ଭାରତ ଯୋଡ ନ୍ୟାୟ ଯାତ୍ରା । ଝଡଖଣ୍ଡରୁ ଏହି ନ୍ୟାୟଯାତ୍ରା ଆଜି ସୁନ୍ଦରଗଡର ବୀରମିତ୍ରପୁରରେ ପହଂଚିଛି । ଏହି ଯାତ୍ରା ପହଂଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ସହ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତକୁ ଯୋଡିବା ପାଇଁ ତାଙ୍କର ଏହି ଯାତ୍ରା । ଏହାସହ ଭାରତର ନାଗରିକଙ୍କ ଉପରେ ସରକାରଙ୍କ ଦ୍ୱାରା ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଏହି ଯାତ୍ରା ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି କି, ଦେଶର ସବୁବର୍ଗର ଲୋକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ ।
    ସେପଟେ ଅନେକ ଦିନ ପରେ କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କୁ ନିକଟରୁ ଦେଖି ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    40 %
    6.3kmh
    60 %
    Tue
    40 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ