Thursday, September 18, 2025
25.5 C
Odisha

    ଲୋକସଭା ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି ମହତାବ: ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରେ ରେସରେ ଅଛନ୍ତି ଆଗରେ

    ଆଗକୁ ପଢନ୍ତୁ

    ଲୋକସଭା ବାଚସ୍ପତି ପଦବୀ ପାଇଁ ଭର୍ତ୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ମୋଦୀଙ୍କ ତୃତୀୟ ପାଳିରେ ବାଚସ୍ପତି ଦାୟିତ୍ୱ ଭର୍ତ୍ତୃହରିଙ୍କୁ ମିଳିପାରେ । କୁହାଯାଉଛି ସବୁ ରାଜନୈତିକ ଦଳ ସହ ସୁସଂପର୍କ ଓ ସଂସଦୀୟ ଅଭିଜ୍ଞତା ଦୃଷ୍ଟିରୁ ଭର୍ତ୍ତୃହରିଙ୍କୁ ବାଚସ୍ପତି ଦାୟିତ୍ୱ ମିଳିପାରେ ।

    ବାଚସ୍ପତି ରେସରେ ଭର୍ତ୍ତୃହରି ମହତାବ
    କାହିଁକି ଭର୍ତ୍ତୃହରି?
    ୧- ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
    ୨- ସବୁ ରାଜନୈତିକ ଦଳ ସହ ସୁସଂପର୍କ
    ୩- ଭଲ ବିତର୍କ କରିପାରନ୍ତି
    ୪- ୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲ୍ୟାମେଣ୍ଟାରିଆନ ଆୱାର୍ଡ
    ୫- ୪ ଥର ସଂସଦ ରତ୍ନ ଆୱାର୍ଡ
    ୬- ଅଭିଜ୍ଞତା ଓ ସଂସଦରେ ବରିଷ୍ଠତା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ ଦାବିଦାର

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.5 ° C
    25.5 °
    25.5 °
    89 %
    0.9kmh
    13 %
    Thu
    26 °
    Fri
    31 °
    Sat
    31 °
    Sun
    31 °
    Mon
    30 °

    ସମ୍ବନ୍ଧିତ