Saturday, July 26, 2025
28 C
Odisha

    ହଟିଲେ ବିହାର ବାଚସ୍ପତି : ଅନାସ୍ଥା ପ୍ରସ୍ତାବରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫, ସପକ୍ଷରେ ପଡ଼ିଲା ୧୧୨ ଭୋଟ୍

    ଆଗକୁ ପଢନ୍ତୁ

    ବିହାର ବିଧାନସଭାରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଛି । ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୧୧୨ଟି ଭୋଟ୍ ପଡ଼ିଛି । ଏବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜୟ ପାଇଁ ତାଙ୍କୁ ଆବଶ୍ୟକ ୧୨୨ଭୋଟ୍ ।ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟ । ଏହା ପୂର୍ବରୁ ବିହାରରେ ରାଜନୈତିକ ଛକାପଞ୍ଝା ବଢ଼ିବାରେ ଲାଗିଛି । ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ଉଭୟ ନିଜ ନିଜ ବିଧାୟକଙ୍କୁ ଗୃହବନ୍ଦୀ କରି ରଖିଲା ଭଳି ରଖିଛନ୍ତି । ଜେଡିୟୁର ୪ ବିଧାୟକ ଧରାଛୁଆଁ ଦେଉନଥିବାରୁ ନୀତୀଶ କୁମାରଙ୍କ ଟେନସନ ବଢିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28 ° C
    28 °
    28 °
    77 %
    4.4kmh
    100 %
    Sat
    28 °
    Sun
    30 °
    Mon
    30 °
    Tue
    28 °
    Wed
    29 °

    ସମ୍ବନ୍ଧିତ