Tuesday, September 8, 2026
25.2 C
Odisha

    ଜଗନ୍ନାଥଙ୍କ ନାମ ନେଇ ସରକାରକୁ ଆସିଲେ କିନ୍ତୁ ପ୍ରଥମ ବଜେଟରେ ଓଡ଼ିଶାକୁ କିଛି ବି ମିଳିଲା ନାହିଁ : ବିଜେଡି

    ଆଗକୁ ପଢନ୍ତୁ

    ବିଜେପିକୁ ବିଜେଡି କଡ଼ା ସମାଲୋଚନା । ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ କରି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ମଙ୍ଗଳବାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଓଡ଼ିଶାକୁ ଠକି ଦେଇଥିବା ବିଜେଡି କହିଛି । ଯେଉଁ ବିଜେପି ଓଡ଼ିଶାରେ ଜଗନ୍ନାଥଙ୍କ ନାମକୁ ନେଇ ସରକାର ଗଠନ କଲା ଏବଂ ଓଡ଼ିଶାର ୨୦ ସାଂସଦଙ୍କ ପାଇଁ କେନ୍ଦ୍ରରେ ମଧ୍ୟ ସରକାର ଗଠନ କଲା ସେ ଓଡ଼ିଶାକୁ କିଛି ବି ଦେଇନଥିବା କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ