Monday, March 2, 2026
22.7 C
Odisha

    କାଲି ବିଜେଡିର ପ୍ରଶିକ୍ଷଣ ଶିବିର

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ଆସନ୍ତାକାଲି ବିଜେଡି ପକ୍ଷରୁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ହେବ । ଉଦଘାଟନ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜଣେ ପ୍ରଭାବଶାଳୀ ପ୍ରତିନିଧି କିପରି ହେବେ- ସେନେଇ ପ୍ରଶିକ୍ଷଣ ଦିଆଯିବ । ଶୂନ୍ଯକାଳ, ସ୍ପେସାଲ ସବମିସନ ଆଦି ସମ୍ପର୍କରେ ତାଲିମ ଦିଆଯିବ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ଦେବେ ପ୍ରଶିକ୍ଷଣ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ସନ୍ତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ସୋସିଆଲ ମିଡିଆ ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ବଜେଟ ପ୍ରକ୍ରିୟା, ଧ୍ଯାନ ଆକର୍ଷଣ ଆଦି ସମ୍ପର୍କରେ ବିଧାୟକଙ୍କୁ ସୂଚନା ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    49 %
    2kmh
    0 %
    Sun
    23 °
    Mon
    35 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ