Wednesday, March 18, 2026
19.7 C
Odisha

    ବିଜେପି, ୪ ସାଂସଦଙ୍କୁ ମିଳିଲାନି ସଂସଦ ଟିକେଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେପିର ୪ ସାଂସଦଙ୍କୁ ମିଳିଲାନି ସଂସଦ ଟିକେଟ୍ । ଏପରିକି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ମଧ୍ଯ ଟିକେଟ୍ କଟିଛି । ଓଡ଼ିଶାର ମୋଟ ୨୧ ଲୋକସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଟିକେଟରୁ ବାଦ ପଡିଛନ୍ତି । ସେହିପରି ଆଉ ଦୁଇଟି ଆସନରେ ମଧ୍ଯ ଦଳ ପ୍ରାର୍ଥୀ ବଦଳାଇଛି । କୋରାପୁଟ ଓ ବ୍ରହ୍ମପୁର ଆସନରେ ନୂଆ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    80 %
    2.9kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ