Sunday, April 26, 2026
27.8 C
Odisha

    ନବୀନ ନିବାସରେ ବିଜେପିର ୫ ବରିଷ୍ଠ ନେତା: ଶପଥ ଉତ୍ସବରେ ସାମିଲ ହେବା ପାଇଁ ନବୀନ ପଟ୍ଟନାୟକଙ୍କୁ କଲେ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଛନ୍ତି । ଆସନ୍ତାକାଲି ବିଜେପିର ଶପଥ ସମାରୋହ ହେବ । ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ଜାତୀୟ ସ୍ତରର ନେତା ବି ସାମିଲ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.8 ° C
    27.8 °
    27.8 °
    56 %
    2.3kmh
    30 %
    Sat
    28 °
    Sun
    43 °
    Mon
    44 °
    Tue
    43 °
    Wed
    43 °

    ସମ୍ବନ୍ଧିତ