Saturday, March 21, 2026
32.6 C
Odisha

    ଆରମ୍ଭ ହେଲା ବିଜେପିର ସାଙ୍ଗଠନିକ କର୍ମଶାଳା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆରମ୍ଭ ହେଲା ବିଜେପିର ସାଙ୍ଗଠନିକ କର୍ମଶାଳା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆରମ୍ଭ ହୋଇଥିବା ଜଣାଯାଇଛି। ଏହି କର୍ମଶାଳାରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହା ସହ  ଜିଲ୍ଲା ସଭାପତି, ଜିଲ୍ଲା ନିର୍ବାଚନ ଅଧିକାରୀ, ସକ୍ରିୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।

    ଏହି କର୍ମଶାଳାରେ ଦଳର ସଦସ୍ୟତା ଅଭିଯାନର ସ୍ଥିତି ଏବଂ ସାଙ୍ଗଠନିକ ନିର୍ବାଚନ, ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏଁ ସାଙ୍ଗଠନିକ ନିର୍ବାଚନ କରି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ଓ ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପରାମର୍ଶକୁ କିପରି ତୃଣମୂଳସ୍ତରକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ