Sunday, July 12, 2026
31 C
Odisha

    ମହୁମାଛି ଆକ୍ରମଣ,୨୫ ଆହତ

    ଆଗକୁ ପଢନ୍ତୁ

    ମହୁମାଛି ଆକ୍ରମଣରେ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ପଟ୍ଟାମଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ରାଜନଗର ଅଞ୍ଚଳ କଷଣଅଣ୍ଟା ପଞ୍ଚାୟତ ସ୍କୁଲ ପଡିଆରେ ମେଳା ଚାଲିଥିବା ବେଳେ ନିକଟରେ ଥିବା ଏକ ମହୁମାଛି ବସା ଭାଙ୍ଗିଯାଇଥିଲା । ହଠାତ ମହୁମାଛିମାନେ ଅତର୍କିତ ଆକ୍ରମଣ କରିବା ଫଳରେ ଛାତ୍ର ଛାତ୍ରୀ ଓ ଅବିଭାବକମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ପଟ୍ଟାମଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31 ° C
    31 °
    31 °
    60 %
    3.4kmh
    98 %
    Sun
    29 °
    Mon
    34 °
    Tue
    26 °
    Wed
    30 °
    Thu
    32 °

    ସମ୍ବନ୍ଧିତ