Wednesday, January 21, 2026
16.7 C
Odisha

    BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :  ପ୍ରତି ବର୍ଷ ରାଜଧାନୀ ଭୁବନେଶ୍ୱରରେ ‘ପଥ ଉତ୍ସବ ଆୟୋଜିତ ହେଉଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ଆଜି ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’ ହେବ ବୋଲି BMC ପକ୍ଷରୁ କୁହାଯାଇଛି।

    ଉତ୍ସବ ଜନପଥର ମାଷ୍ଟରକ୍ୟାଣ୍ଟିନ ଏବଂ ରାମ ମନ୍ଦିର ଛକ ମଧ୍ୟରେ ପାଳନ କରାଯିବ। ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ହେବା ନେଇ BMC ପକ୍ଷରୁ ଅବଗତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.7 ° C
    16.7 °
    16.7 °
    49 %
    2.1kmh
    0 %
    Tue
    16 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ