Sunday, October 11, 2026
29.5 C
Odisha

    ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

    ଆଗକୁ ପଢନ୍ତୁ

    ମଥୁରାନଗର   : ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।

    ମିଳିଥିବା ସୂଚନାନୁଯାୟୀ, ସନ୍ଧ୍ୟା ୬ଟାରେ ରଙ୍ଗମହଲରେ ପହଞ୍ଚି ସନ୍ଧ୍ୟା ୭ଟା ୨୫ ମିନିଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଧନୁଯାତ୍ରା ମହୋତ୍ସବ ଦେଖିବେ। ଏହାପରେ ୭ଟା ୩୦ ମିନିଟରେ ସେଠାରୁ ସ୍ଥାନୀୟ ସର୍କିଟ ହାଉସ ଅଭିମୁଖେ ବାହାରିବେ ଏବଂ ରାତି ୮ଟାରେ ସେଠାକୁ ପହଞ୍ଚିବେ। ସେଠାରେ ରାତ୍ରି ରହଣୀ କରିବେ ଏବଂ ଆସନ୍ତାକାଲି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସଠାରେ ଆୟୋଜିତ ବୀରତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ