Friday, October 2, 2026
28.6 C
Odisha

    BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :  ପ୍ରତି ବର୍ଷ ରାଜଧାନୀ ଭୁବନେଶ୍ୱରରେ ‘ପଥ ଉତ୍ସବ ଆୟୋଜିତ ହେଉଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ଆଜି ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’ ହେବ ବୋଲି BMC ପକ୍ଷରୁ କୁହାଯାଇଛି।

    ଉତ୍ସବ ଜନପଥର ମାଷ୍ଟରକ୍ୟାଣ୍ଟିନ ଏବଂ ରାମ ମନ୍ଦିର ଛକ ମଧ୍ୟରେ ପାଳନ କରାଯିବ। ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ହେବା ନେଇ BMC ପକ୍ଷରୁ ଅବଗତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ