Thursday, April 2, 2026
37.1 C
Odisha

    ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି

    ଆଗକୁ ପଢନ୍ତୁ

    ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନ୍ରୁ ହୋର୍ଡିଂ ହଟାଇଲା ବିଏମ୍ସି । ଆଜି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ନୋ ହୋର୍ଡିଂ ଜୋନ୍ରେ ଲାଗିଥିବା ସବୁ ହୋର୍ଡିଂକୁ ହଟାଉଥିବା ଦେଖିବାକୁ ମିଳିଛି ।ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା କହି ହୋର୍ଡିଂ ହଟାଇବା ପାଇଁ ବିଏମସି ନିୟମ ବାହାର କରିଥିଲା । ଏଥିପାଇଁ ଏକ ପାନ ଦୋକାନୀଙ୍କୁ ୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଥିଲା ବିଏମସି । ଯାହାକୁ ନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ଅନେକ ସ୍ଥାନରେ ରାଜନେତାଙ୍କ ବଡ ବଡ ପୋଷ୍ଟର ଓ ହୋର୍ଡିଂ ରହିଥିବାବେଳେ ସାଧାରଣ ଲୋକଙ୍କଠାରୁ ବିଏମ୍ସି ଫାଇନ୍ ନେଉଥିବା ନେଇ ପ୍ରଶ୍ନ ଉଠିଲା । ଏହି ଖବର ପ୍ରସାରଣ ହେବା ପରେ ଏବେ ନୋ ହୋର୍ଡିଂ ଜୋନ୍ରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ