Sunday, November 1, 2026
22.8 C
Odisha

    ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ

    ଆଗକୁ ପଢନ୍ତୁ

    ଆଗକୁ ସାଧାରଣ ନିର୍ବାଚନ । ଡିପଫେକ୍ ଫଟୋ ଓ ଭିଡ଼ିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଇଛି ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । ତାଲିମପ୍ରାପ୍ତ ଅଫିସର ମାନେ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.8 ° C
    22.8 °
    22.8 °
    96 %
    1.7kmh
    51 %
    Sun
    23 °
    Mon
    24 °
    Tue
    29 °
    Wed
    26 °
    Thu
    25 °

    ସମ୍ବନ୍ଧିତ