Friday, March 27, 2026
25.4 C
Odisha

    ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଶ୍ରୀମନ୍ଦିରରେ ଗୁରୁବାର ସକାଳେ ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କର ଏକ ନିଆରା ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି।

    ଷ୍ଟ୍ରେଚରରେ ଶୋଇଥିବା ଜଣେ କର୍କଟ ରୋଗୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ‘ଜୟ ଜଗନ୍ନାଥ’ ଜପ କରୁଥିବା ଦେଖିବାକୁ ମିଳିଥିଲା। ସେ କର୍କଟ ରୋଗ ସହ ଲଢୁଛନ୍ତି। ତାଙ୍କ ଜୀବନର ଶେଷ ଦିନ ପାଖେଇ ଆସୁଥିବା ଜଣାପଡ଼ିଛି। ତାଙ୍କ ପାଖରେ ଆଉ ଅଧିକ ଦିନ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ବିଜୟ ତାଙ୍କର ଶେଷ ଇଚ୍ଛା ଭାବରେ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଭୁଙ୍କ ନିକଟକୁ ନେବାକୁ ଅନୁରୋଧ କରିଥିଲେ। ଏକ ଷ୍ଟ୍ରେଚରରେ ଶୋଇ ବିଜୟ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ତାଙ୍କ ପରିବାର ସହିତ ସେ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ଅବସ୍ଥା ନେଇ ପ୍ରଭୁଙ୍କୁ ଧନ୍ୟବାଦ ଦେଇଥିଲେ।

    ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ତାଙ୍କ ଷ୍ଟ୍ରେଚରକୁ ଅନୁମତି ଦିଆଯାଇ ନ ଥିବାରୁ ସେ ସିଂହଦ୍ବାରରେ ପ୍ରଭୁଙ୍କୁ ନିଜ ଶେଷ ଇଛା ଜଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ